top of page
Sabda ra Premika

ପଦେ........
ସଫଳତା ସେତେବେଳ ପର୍ଯ୍ୟନ୍ତ ମିଳିପାରି ନ ଥାଏ ଯେତେବେଳ ପର୍ଯ୍ୟନ୍ତ ନିଜର ଇଚ୍ଛା ଶକ୍ତି ମଜବୁତ ହୋଇନଥାଏ |
ନିଜ ସ୍ବପ୍ନ କୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ କାହିଙ୍କି ନା ଯଦି ଜୀବନ ର ଆଧାର ହଜିଯିବ ତେବେ ସ୍ବପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ |
ବାପାଙ୍କ ଆଶା ଓ ମୋର ଅଭିଳାଷ ଉତ୍ସାହ ମୋତେ ଏ କାମ କରିବାକୁ ଆଗେଇ ପ୍ରେରଣା ଦେଇପାରିଛି | ଅନୁଭବ ଏବଂ ଅଭିଜ୍ଞାତା ବୟସରୁ ନୁହେଁ ପରିସ୍ଥିତି ର ସାମ୍ନା କରିବା ଦ୍ୱାରା ଆସିଥାଏ ତେଣୁ କେବେ କାହା ବୟସ ଦେଖି ପରିହାସ କରିବେ ନାହିଁ | 
       ପାଠକୀୟ ଆଦୃତି ହେଲେ ଶ୍ରମ ସାର୍ଥକ ହେଲା ବୋଲି ଭାବିବି | ଏଠି କୌଣସି ତ୍ରୁଟି ଥିଲେ ଆପଣ ଙ୍କ ଜ୍ଞାନୀ ଗୁଣରେ କ୍ଷମା ଦେବେ ବୋଲି ଆଶା ପ୍ରକାଶ କରୁଛି |||||

Sabda ra Premika

SKU: IOK128
₹150.00Price
  • Priyanka Bisi

bottom of page